ପୁଣି ମୁହାଁମୁହିଁ ହେବେ ଅମ୍ବାନୀ ଏବଂ ଆଦାନୀ, ହାଇଡ୍ରୋଜେନ୍ ପ୍ଲାଣ୍ଟ ପାଇଁ ରେସରେ ୨୧ ଟି କମ୍ପାନୀ ନୂଆଦିଲ୍ଲୀ, ୧୬ା୧୨: ଦେଶରେ ହାଇଡ୍ରୋଜେନ ଉତ୍ପାଦନ ବୃଦ୍ଧି ପାଇଁ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ବୃଦ୍ଧି କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୫ ଗିଗାୱାଟ କ୍ଷମତା କାରଖାନା ପାଇଁ ବିଡ୍ ନିମନ୍ତ୍ରଣ କରାଯାଇଥିଲା। ଏହି ଯୋଜନା ବିଷୟରେ ବ୍ୟବସାୟୀଙ୍କ ମଧ୍ୟରେ...