ଟିମ ଇଣ୍ଡିଆ ପ୍ରଶଂସକଙ୍କୁ ଶକ୍ତ ଝଟକା, ଭାରତୀୟ ଦଳରୁ ବାଦ୍ ପଡିଲେ ଭୁବନେଶ୍ୱର କୁମାର, ଅଧିନାୟକ ମଧ୍ୟ ବଦଳିଲେ
ନୂଆଦିଲ୍ଲୀ,୧୭।୧୦: ଭୁବନେଶ୍ୱର କୁମାର ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ଅକ୍ଟୋବର ୩୦ରୁ ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି ଏବଂ ପ୍ରାରମ୍ଭିକ ଯୋଜନା ଅନୁଯାୟୀ ଭୁବନେଶ୍ୱର ଭାରତୀୟ ଦଳର ନେତୃତ୍ୱ ନେବାର ଥିଲା। ତେବେ,…

