ଇସଲାମାବାଦ/ଚଣ୍ଡିଗଡ଼,୨୪ା୫: ହରିୟାଣାର ବାସିନ୍ଦା ତଥା ଲୋକପ୍ରିୟ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରାଯାଇଛି। ଜ୍ୟୋତିଙ୍କ ପାକିସ୍ତାନୀ ଭଉଣୀ ହୀରା ବାତୁଲ…