ଓଡ଼ିଶା ଆସୁଛନ୍ତି ହେମାମାଳିନୀ ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍ ନେତା ଘନଘନ ପ୍ରଚାରରେ ଆସୁଛନ୍ତି। ବଲିଉଡ୍ ଅଭିନେତ୍ରୀ ତଥା ଏମ୍ପି ହେମାମାଳିନୀ ମଧ୍ୟ ଓଡ଼ିଶା ଆସିବେ। ଆସନ୍ତା ୧୭ ତାରିଖରେ ହେମାମାଳିନୀ ଓଡ଼ିଶାର...