Gyanvapi complex

ଜ୍ଞାନବ୍ୟାପୀ ମସଜିଦ ପରିସରରେ ରହିଛି ୫୫ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି: ଏଏସଆଇ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ, ୨୮।୧: ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସଆଇ) ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ଜିଆନଭାପି ମସଜିଦ ପରିସରରେ ମୋଟ ୫୫ ଟି ପଥର ମୂର୍ତ୍ତି ରହିଛି। ସେଥିମଧ୍ୟରେ ୧୫…

2 years ago