ନୂଆଦିଲ୍ଲୀ,୧୩।୫: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ମତଦାନ କେନ୍ଦ୍ରରେ ଜଣେ ଭୋଟରଙ୍କୁ ମାଡ଼ ମାରିଛନ୍ତି। ସୋମବାର ସକାଳେ ଗୁଣ୍ଟୁର ଜିଲାର ଏକ ମତଦାନ…