ଗୁଡ଼ାରି ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନେତା ନେଲେ ଶପଥ, ସଭାପତି କହିଲେ ଯାହାକିଛି…
ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାରଠାରୁ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ର ସଂସଦର ମୋଟ୍ ୭ଟି ପଦବୀ ନିମନ୍ତେ ଇଲେକ୍ସନ ବଦଳରେ ପ୍ରାର୍ଥିପତ୍ର ଦାଖଲ ଦିନ ସିଲେକ୍ସନ…

