ଇସ୍ରୋ ପାଖରେ ନାହିଁ ଶକ୍ତିଶାଳୀ ରକେଟ୍, ଏଲନ ମସ୍କଙ୍କ ରକେଟରେ ସାଟେଲାଇଟ ଲଞ୍ଚ କରିବ ଭାରତ କୋଲକାତା, ୩।୧: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଜିସାଟ୍-୨୦ ନାମକ ପରବର୍ତ୍ତୀ ପିଢ଼ିର ଭାରୀ ଯୋଗାଯୋଗ ସାଟେଲାଇଟ ଉତକ୍ଷେପଣ ସ୍ପେସ୍ ଏକ୍ସ କରିବ। ପ୍ରଥମ ଥର ପାଇଁ ମହାକାଶ ବିଭାଗ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଫାଲକନ୍...