ନୂଆଦିଲ୍ଲୀ,୨୭/୧୦: ଇସ୍ରାଏଲ-ହମାସ ମଧ୍ୟରେ ମଧ୍ୟରେ ଗତ ୨୦ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଗାଜା ପଟିରେ ହମାସ ଠିକଣା ସ୍ଥଳରେ ଲଗାତାର ବୋମାମାଡ଼ କରୁଛି।…