ଭଦୋଦରା,୧୯।୯: ଗୁଜୁରାଟ ଭଦୋଦରାର ଏକ ଘଟଣା ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ସୃଷ୍ଟି କରିଛି। ଏହା ପୋଲିସ ଏବଂ ପଥଚାରୀଙ୍କ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି କରିଛି।…