ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ରହିଛି ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର। ଏଠାରେ ସମୁଦ୍ର ପାଣି ବେଳାଭୂମିରୁ ୧ରୁ ୪ କି.ମି. ଘୁଞ୍ଚିଯାଏ ଓ ଜୁଆର ସମୟରେ ଫେରିଥାଏ। ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଯଦି ସକାଳେ ଜୁଆର...