Melodi Moment: ମେଲୋନିଙ୍କୁ ଏମିତି ଏକ ଉପହାର ଦେଲେ ମୋଦି, ଭିଡିଓ ଭାଇରାଲ ପରେ… ନୂଆଦିଲ୍ଲୀ,୨୦ା୫: ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଏକ ମେଲୋଡି ଚକୋଲେଟ୍ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଉପହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। Thank you for the gift…