ଜେନେଭା, ୧୨।୬: ଓ୍ବାର୍ଲଡ୍ ଇକୋନୋମିକ୍ ଫୋରମ(ଡବ୍ଲ୍ୟୁଇଏଫ୍) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି…