ହାଇଦ୍ରାବାଦ,୨୫।୨:ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକ୍ରି କରୁଥିବା ଓଡ଼ିଶାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନନ୍ତ କୁମାର ବାରାକ ନାମକ ଏହି ଯୁବକ ହାଇଦ୍ରାବାଦ ଉପକଣ୍ଠ ବାଲାନଗର…