Former President

ବାଂଲାଦେଶରେ ପୁଣି ରାଜନୈତିକ ଅସ୍ଥିରତା! ଲୁଙ୍ଗି ପିନ୍ଧି ଥାଇଲାଣ୍ଡ ପଳାଇଲେ ପୂର୍ବତନ ରାଷ୍ଟ୍ରପତି

ଢାକା,୧୪।୫: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ନେଉନାହିଁ। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ ଭୋର ୩ଟାରେ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରି ଦେଶ ଛାଡିଛନ୍ତି…

7 months ago