ଭୋଟିଂ ପାଇଁ ଫିଙ୍ଗରପ୍ରିଣ୍ଟ: କେନ୍ଦ୍ର, ଇସିକୁ ଜବାବ ତଲବ ନୂଆଦିଲ୍ଲୀ,୧୪ା୪(ପି.ଟି./ଲାଇଭ୍ ଲ): ଦେଶରେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନଗୁଡ଼ିକରେ ମତଦାନ କେନ୍ଦ୍ରରେ ଭୋଟିଂ ଜାଲିଆତି ଏଡ଼ାଇବା ପାଇଁ ଫିଙ୍ଗରପ୍ରିଣ୍ଟ (ଅଙ୍ଗୁଳିଚିହ୍ନ) ସହ (ଆଇରିସ୍) ଚକ୍ଷୁପଟଳ ଆଧାରିତ ବାୟୋମେଟ୍ରିକ୍ ବ୍ୟବସ୍ଥା କରାଇବା ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର…