ବୋଗୋଟା,୧୧।୧: କଲମ୍ବିଆରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରସିଦ୍ଧ ଗାୟକ ୟେସନ ଜିମେନେଜଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ଶନିବାର…