ଦେବଗଡ଼,(ଶଶାଙ୍କ ଶେଖର ଝାଙ୍କର): ଜାଲ ଦସ୍ତାବିଜ ବଳରେ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ର ଏକ ମୂଲ୍ୟବାନ ଜମି ବିକ୍ରୀ ଉଦ୍ୟମ ହେଉଥିବା ଜିଲା ଉପନିବନ୍ଧକଙ୍କ ଦ୍ୱାରା ଧରା ପଡିଛି…