ନୂଆଦିଲ୍ଲୀ,୨ା୬: ଭାରତ ସରକାର ସୋମବାର ଇଲେକ୍ଟ୍ରିକ ଭେଇକିଲ (ଇଭି) ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। “ଭାରତରେ ଇଲେକ୍ଟ୍ରିକ ପାସେଞ୍ଜର କାର…