କୋରମ୍ ନ ଥାଇ ଶିକ୍ଷା କମିଟି ଗଠନକୁ ନେଇ ତୀବ୍ର ବିରୋଧ
କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଉଚ୍ଚ ବିଦ୍ୟା ମନ୍ଦିରର କାର୍ଯ୍ୟକାଳ ସମାପ୍ତି ପରେ ନୂତନ କମିଟି ଗଠନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହି ବୈଠକରେ କେବଳ ମାତ୍ର ୨୩ ଜଣ…

