ନୂଆଦିଲ୍ଲୀ,୧୮।୧୨: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା ପାଇଁ ପୁଣିଥରେ ନୋଟିସ କରିଛି ପ୍ରବର୍ତ୍ତନ…