Tag Archives: ECI

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ ପାତ୍ର କହିଛନ୍ତି, ‘ପରାଜୟ ପରେ ସେମାନେ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରୁଛନ୍ତି।…

ଆଜି ହେବ ନିର୍ବାଚନ କମିଶନଙ୍କ ଜାତୀୟ ଗୋଲ ଟେବୁଲ ସମ୍ମିଳନୀ, ୧୯୯୯ରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା, ଜାଣନ୍ତୁ କ’ଣ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ,୨୪।୨: ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତର ନିର୍ବାଚନ କମିଶନ ଏକ ‘ଜାତୀୟ ଗୋଲଟେବୁଲ ସମ୍ମିଳନୀ’ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗୋଲଟେବୁଲରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ କମିଶନରମାନେ ଯୋଗଦେବେ। ସୋମବାର ଅଧିକାରୀମାନେ କହିଛନ୍ତି ଯେ…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ କରୁଥିବା ବରିଷ୍ଠ ରାଜ୍ୟ ସଭା ଯାଆନ୍ତୁ। ଖାଲି ଏତିକି ନୁହେଁ, ବିଜେଡିର ପ୍ରାର୍ଥୀ…

ଭୋଟର ତାଲିକାରେ ଅନିୟମିତତା, ୪ ସରକାରୀ କର୍ମଚାରୀ ନିଲମ୍ବିତ

କୋଲକାତା,୩।୧: ପଶ୍ଚିମବଙ୍ଗରେ ଭୋଟର ତାଲିକା ଅନିୟମିତତାର ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୋଟର ତାଲିକାରେ ଅନିୟମିତତା ଅଭିଯୋଗରେ ନିର୍ବାଚନ କମିଶନ ଚାରି ଜଣ ଅଧିକାରୀ ଏବଂ ଜଣେ କର୍ମଚାରୀଙ୍କ…

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର): ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବାର…

ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୧୦।୧୧: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି।…

‘EVMର କାଉଟିଂ ପୂର୍ବରୁ ଶେଷ ହେବ ପୋଷ୍ଟାଲ ବାଲଟର ଗଣତି, କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ECI ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ (ECI) ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପୋଷ୍ଟାଲ ବାଲଟ ଗଣନା ସହିତ ଜଡିତ। କମିଶନ ଏବେ ଘୋଷଣା କରିଛନ୍ତି ଯେ ବିଳମ୍ବ ଏବଂ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ପୋଷ୍ଟାଲ ବାଲଟ ଗଣନା…

ରାହୁଲଙ୍କ ଅଭିଯୋଗକୁ ନେଇ ଆସିଲା ECIଙ୍କ ଜବାବ

ନୂଆଦିଲ୍ଲୀ,୭।୬: ରାହୁଲ ଗାନ୍ଧୀ ପୁଣି ଥରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏହି ସମୟରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ହୋଇଥିବା…

ନକଲି ଭୋଟର ପରିଚୟପତ୍ର ପ୍ରସଙ୍ଗ: ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ନିର୍ବାଚନ କମିଶନ

କୋଲକାତା,୨ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଦୁଇଟି ରାଜ୍ୟରେ ସମାନ ଭୋଟର ପରିଚୟପତ୍ର ନମ୍ବର ପ୍ରସଙ୍ଗ ଉଠାଇଥିଲେ। ସେ ନିର୍ବାଚନ କମିଶନ ଉପରେ ଭାଜପା ପାଇଁ ନକଲି ଭୋଟର ସୃଷ୍ଟି କରିବାର ଅଭିଯୋଗ ମଧ୍ୟ କରିଥିଲେ। ଏବେ ଏହି ମାମଲାରେ…

ପୂରଣ ହେବ କି କେଜ୍‌ରିଓ୍ବାଲଙ୍କ ଦାବି, ଦିଲ୍ଲୀ ନିର୍ବାଚନକୁ ନେଇ ECI ଦେଲେ ବଡ଼ ସୂଚନା, କହିଲେ…

ନୂଆଦିଲ୍ଲୀ,୧୫ା୯: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ରାଜନୈତିକ କାର୍ଡ ଖେଳିଛନ୍ତି। ଯେଉଁଥିରେ ସେ କହିଛନ୍ତି, ସେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ…

୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର, ୬।୮: ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ଲୋକ ସଭାରେ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଏହାରି ମଧ୍ୟରେ ଗତ ନିର୍ବାଚନରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ ତଥ୍ୟ ଏବେ…

ଭାଷା ଏବଂ ଧର୍ମ ପ୍ରସଙ୍ଗରେ ବୟାନବାଜୀ ନ କରିବାକୁ କଂଗ୍ରେସ-ଭାଜପାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନରେ ​​ନେତାଙ୍କ ପ୍ରଚାର ଏବଂ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି। ନିର୍ବାଚନ ଆୟୋଗ ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିଜ ଦଳର ଷ୍ଟାର ପ୍ରଚାରକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?