ଢାକା,୨୭।୬: ପୁଣିଥରେ ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ବିଶ୍ୱାସ ଉପରେ ଆକ୍ରମଣ ହୋଇଛି। ବାଂଲାଦେଶରେ ମା’ ଦୁର୍ଗାଙ୍କ ମନ୍ଦିର ଭଙ୍ଗାଯାଇଛି। ବାଂଲାଦେଶର ଏହି ଘୃଣ୍ୟ କାର୍ଯ୍ୟର ଭାରତ…