ବୋଙ୍ଗାଇଗାଁଓ(ଆସାମ),୨୩।୧୦: ଆସାମର ବୋଙ୍ଗାଇଗାଁଓ ଜିଲାର ଏକ ହୋଟେଲ ରୁମ୍ରୁ ଜଣେ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଅଧିକାରୀ ଜଣକ ଖାର୍ଗେଶ୍ୱର ରାଭା ବୋଲି ଜଣାପଡିଛି। ଖାର୍ଗେଶ୍ୱର…