donald trump

ମୋଦିଙ୍କ ଗସ୍ତ ପୂର୍ବରୁ ଟେନ୍‌ସନ୍‌ ବଢାଇଲେ ଟ୍ରମ୍ପ:ଭାରତକୁ ହେବ ବଡ଼ କ୍ଷତି

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କରେ ଏକ ନୂତନ ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ…

10 months ago

PM Modi US Visit: ଟ୍ରମ୍ପଙ୍କ ସମ୍ମୁଖରେ ଭାରତୀୟଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇବେ ମୋଦି, ଆମେରିକା ଗସ୍ତକୁ ନେଇ ଆସିଲା ବଡ଼ ସୂଚନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀ ୧୨-୧୩ ତାରିଖରେ ଆମେରିକା ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଭାରତୀୟଙ୍କ…

10 months ago

ଗୋଟିଏ ପରେ ଗୋଟିଏ ଜାତିସଂଘ ପରିଷଦରୁ ଅଲଗା ହେଉଛି ଆମେରିକା, ସହାୟତା ରାଶି ଉପରେ ଲାଗିଲା ରୋକ୍‌

ନ୍ୟୁୟର୍କ, ୫।୨: ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରୁ ଆମେରିକା ଅଲଗା ହୋଇଛି। ଏନେଇ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦସ୍ତଖତ…

10 months ago

ଟ୍ରମ୍ପଙ୍କ ବୟାନକୁ ନେଇ ହଙ୍ଗାମା: ଗାଜାକୁ ନେଇ ଦେଲେ ବଡ଼ ବୟାନ

ଓ୍ବାଶିଂଟନ,୫।୨: ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଚାହାଁନ୍ତି ଆମେରିକା ଗାଜା ଷ୍ଟ୍ରିପର ମାଲିକାନା ନେଉ…

10 months ago

ଯଦି ଆମେରିକା ଭାରତ ଉପରେ ଲଗାଇବ ଟାରିଫ୍ ତ କ’ଣ ହେବ ? ନିର୍ମଳା ସୀତାରାମନ ଦେଲେ ଜବାବ

ନୂଆଦିଲ୍ଲୀ,୪।୨: ବଜେଟ-୨୦୨୫ କୁ ନେଇ ଦେଶବ୍ୟାପୀ ମନ୍ଥନ ଚାଲିଛି। ଏହାରି ମଧ୍ୟରେ ଖବରଦାତା ସମ୍ମିଳନୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବଜେଟରେ ହୋଇଥିବା ଗୋଟିଏ ଗୋଟିଏ ଘୋଷଣାର…

10 months ago

ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଆରମ୍ଭ: ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍‌ ଲାଗୁ କରିବା ପରେ ବୈଶ୍ୱିକ ବାଣିଜ୍ୟ ଯୁଦ୍ଧ ବ୍ୟାପକ ରୂପ ନେବା…

10 months ago

ବୁଡ଼ିଲା ୪.୩୬ କୋଟି ଟଙ୍କା: ଶେୟାର ମାର୍କେଟ୍‌ରେ ହାହାକାର

ନୂଆଦିଲ୍ଲୀ,୩।୨:ବଜେଟ ପରଠାରୁ ଶେୟାର ମାର୍କେଟ୍‌ର ଅବସ୍ଥା ଭଲ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ବାର୍‌ ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର ମଧ୍ୟ…

10 months ago

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାରତ ପ୍ରସ୍ତୁତ କରିବ ଆଉଟ ଅଫ ସିଲାବସ ଷ୍ଟ୍ରାଟେଜି, ଖୁଲାସା କଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୩୧।୧: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ "ଆମେରିକୀୟ ରାଷ୍ଟ୍ରବାଦୀ" ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସହିତ…

10 months ago

ସୁନୀତାଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍‌: ଆଇଏସ୍‌ଏସ୍‌ରେ ଛାଡ଼ିଦେଇଛନ୍ତି ବାଇଡେନ୍‌

ଓ୍ବାଶିଂଟନ୍‌,୨୯ା୧: ୨୦୨୪ ଜୁନ୍‌ରୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି…

10 months ago

ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି, ଚିନ୍ତାରେ ପଡ଼ିଲାଣି ଭାରତ

ଓ୍ବାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ନେବାର କିଛି ସମୟ ପରେ, ସେ ଅନେକ…

11 months ago

ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ: ଶପଥ ଗ୍ରହଣ କରି କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୦।୧: ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ନିର୍ବାଚିତ ହେବା ସହ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଇନିଂସରେ…

11 months ago

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ମଧ୍ୟାହ୍ନଭୋଜନରେ ଅତିଥି ଖାଇବେ ଏସବୁ ଖାଦ୍ୟ

ଓ୍ବାଶିଂଟନ,୨୦ା୧: ସୋମବାର ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ ଯାଉଛନ୍ତି। ଶପଥ ଗ୍ରହଣ ପରେ କ୍ୟାପିଟାଲର ଷ୍ଟାଚ୍ୟୁରୀ ହଲ୍‌ରେ ତାଙ୍କର ଉଦ୍‌ଘାଟନୀ ମଧ୍ୟାହ୍ନଭୋଜନରେ…

11 months ago