doctors are quitting

AIIMSରେ ରୋଗୀଙ୍କ ଚିକିତ୍ସାରେ ହେବ ଆହୁରି ବିଳମ୍ବ! ଚାକିରି ଛାଡୁଛନ୍ତି ଶହ ଶହ ଡାକ୍ତର, ଚମକାଇଦେବ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଦେଶବ୍ୟାପୀ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ଡାକ୍ତରଙ୍କ ଇସ୍ତଫା ଜାରି ରହିଛି। ସରକାରଙ୍କ ଦ୍ୱାରା ସଂସଦରେ ଶେୟାର କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ…

6 months ago