Tag Archives: Dhaka

ବାଂଲାଦେଶ ସରକାରଙ୍କ ବଡ଼ ବୟାନ, କହିଲେ ‘ଭାରତରେ ମୁସଲମାନମାନଙ୍କ ଉପରେ ନିର୍ଯାତନାର କୌଣସି ପ୍ରମାଣ ନାହିଁ’

ଢାକା,୧୪।୫: ବାଂଲାଦେଶ ସରକାର ଦେଶର ସର୍ବବୃହତ ଇସଲାମିକ ଦଳ, ଜମାତ-ଏ-ଇସଲାମି ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ କୁହାଯାଇଛି ଯେ ଭାରତର ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଆଉ କିଛି ସ୍ଥାନର…

ରାଜଦ୍ରୋହ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ମୁଖ୍ୟ ବିଚାରପତି, ଜାଣନ୍ତୁ ହାସିନାଙ୍କ ସହ କ’ଣ ରହିଛି ସମ୍ପର୍କ

ଢାକା,୨୪।୭: ପୂର୍ବତନ ବାଂଲାଦେଶ ବିଚାରପତି ଏବିଏମ ଖୈରୁଲ ହକଙ୍କୁ ଢାକା ପୋଲିସ ଗିରଫ କରିଛି। ହକଙ୍କ ବିରୋଧରେ ଦେଶଦ୍ରୋହ ସମେତ ତିନୋଟି ଅପରାଧିକ ମାମଲାରେ ମାମଲା ରୁଜୁ ହୋଇଛି। ସେ ୨୦୧୦ ରୁ ୨୦୧୧ ମଧ୍ୟରେ ବାଂଲାଦେଶର ୧୯ତମ ମୁଖ୍ୟ ବିଚାରପତି…

ୟୁନୁସ ସରକାରଙ୍କ ଉପରେ ଦୋଷ ଝାଡ଼ିଲା ଭାରତ: ସିଧା ଦେଲା ଧମକ

ନୂଆଦିଲ୍ଲୀ/ଢାକା,୨୭।୬: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଦୁର୍ଗା ମାତା ମନ୍ଦିରରେ ଭଙ୍ଗାରୁଜାର ଏକ ଘଟଣା ସାମ୍ନାକୁ ଆସିଛି। ଭାରତ ଏହି ମାମଲାରେ କଡ଼ା ଆପତ୍ତି କରିଛି। ବୈଦେଶିକ ମନ୍ତ୍ରଣାଳୟ ମନ୍ଦିର ଭଙ୍ଗାରୁଜାକୁ ସମାଲୋଚନା କରିଛି ଏବଂ ଏଥିପାଇଁ ବାଂଲାଦେଶ ସରକାରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri