“ଏହା ଆବଶ୍ୟକ କି?”: ଡେଷ୍ଟିନେସନ୍ ୱେଡିଂକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ,୨୬।୧୧: ଦେଶରେ ଏବେ ବିବାହ ଋତୁ ଆରମ୍ଭ ହେଉଥିବା ବେଳେ ଦେଶରେ କିଛି ବଡ଼ ଧନୀ ପରିବାର ବିଦେଶରେ ଧୁମଧାମରେ ସେମାନଙ୍କର ଡେଷ୍ଟିନେସନ୍ ୱେଡିଂ କରୁଛନ୍ତି। ତେବେ ରବିବାର ପ୍ରଧାନମନ୍ତ୍ରୀ ତାଙ୍କର ମାସିକିଆ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଡେଷ୍ଟିନେସନ୍...