Delhi’s CM OATH

ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମୟ ବଦଳିଲା

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ସମୟରେ ପୁଣି ପରିବର୍ତ୍ତନ ହୋଇଛି। ଏବେ ଶପଥ ଗ୍ରହଣ ଉତ୍ସବ ଫେବୃଆରୀ ୨୦ ଦିନ ୧୨.୦୫ରେ ଅନୁଷ୍ଠିତ ହେବ।…

12 months ago