ନୂଆଦିଲ୍ଲୀ,୨୨ା୯: ସୁପ୍ରିମକୋର୍ଟ ସୋମବାର ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ୨୦୧୬ରେ ଦିଆଯାଇଥିବା ମାନହାନୀ ଆଇନର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଥିବା…