ଭଞ୍ଜନଗର,୧୮ା୮(ବାବୁଲା ପ୍ରଧାନ): ସୋମବାରଠାରୁ IGNOUରେ ପ୍ରାରମ୍ଭିକ ଶିଶୁଯତ୍ନ ଏବଂ ଶିକ୍ଷାରେ ଡିପ୍ଲୋମା (ଡିଇସିଇ) ପାଠ୍ୟକ୍ରମ ଓଡ଼ିଆରେ ପଢ଼ାହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ…