ପଟ୍ଟାଙ୍ଗି,୨୦ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବସ୍ଷ୍ଟାଣ୍ଡ ଉପରେ ରହିଥିବା ରାଜସ୍ବ ନିରୀକ୍ଷକ(ଆର୍ଆଇ) କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ…