ଆଉ ଏକ ବଡ଼ କମ୍ପାନୀକୁ ମିଳିଲା ଜିଏସଟି ବକେୟା ନୋଟିସ୍, ଦେବାକୁ ପଡ଼ିବ ୩୨୧ କୋଟି ଟଙ୍କା ନୂଆଦିଲ୍ଲୀ, ୧୭।୧୦: ଦେଶର ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନୀ ଡାବର ଇଣ୍ଡିଆକୁ ମିଳିଛି ଜିଏସଟି ବକେୟା ନୋଟିସ୍। ଜିଏସଟି ଅଥରିଟି କମ୍ପାନୀକୁ ୩୨୧ କୋଟି ଟଙ୍କାର ନୋଟିସ ପଠାଇଛନ୍ତି। କମ୍ପାନୀ ବର୍ତ୍ତମାନ ଏହି ନୋଟିସର ତର୍ଜମା କରୁଛି। ଡାବର ଇଣ୍ଡିଆ...