କଟକ,୫ା୨(କାର୍ତ୍ତିକ ସାହୁ): କଟକ ଜିଲା ନିମଚଉଡ଼ିସ୍ଥିତ ଓମ୍ ଅଳଙ୍କାର ନାମକ ଗହଣା ଦୋକାନରେ ସୋମବାର ସରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ବକ୍ସିବଜାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ଛି।…