ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍କେର ଗୁରୁଦାୟିତ୍ୱ
ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ରେ ନୂଆ ବୋଲିଂ କୋଚ୍ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍କେ ପାଇଁ ୪ ସିଜନ ଖେଳିଥିଲେ ଏବଂ ସେ ଏରିକ ସିମନ୍ସଙ୍କ ଦାୟିତ୍ୱ ତୁଲାଇବେ। ମୋହିତ…