ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍ କ୍ରିକେଟ୍ ଖେଳାଳି ତଥା ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଶୁକ୍ରବାର ନିଜ କ୍ୟାରିୟର୍ର ଶେଷ ମ୍ୟାଚ୍ ଖେଳିଛନ୍ତି । କ୍ୟାରିୟର୍ର ୧୮୮…
ନୂଆଦିଲ୍ଲୀ, ୦୮।୦୭: ଟି-୨୦ ବିଶ଼୍ବକପ୍ ବିଜୟ ପରେ ଭାରତୀୟ କ୍ରିକେଟ୍ ଟିମ୍ରେ ପରିବର୍ତ୍ତନ କରାଯିବା ନେଇ ସମ୍ଭାବନା ରହିଛି । ରୋହିତ ଶର୍ମା, ବିରାଟ କୋହଲି ଏବଂ…
ନୂଆଦିଲ୍ଲୀ,୦୯।୭: ଅନ୍ତର୍ଜାତୀୟ ଟି-୨୦ ସିରିଜ୍ ପାଇଁ ଜିମ଼୍ବାୱେ ଗସ୍ତରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ ଜିମ଼୍ବାୱେ ଠାରୁ ହାରିବା ପରେ ଦ଼୍ବିତୀୟ ମ୍ୟାଚ୍ରେ ଜବରଦସ୍ତ…
ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍ ଜିତି ଇତିହାସ ରଚିଛି । ଟିମ୍ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର…
ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପେସ୍ ବୋଲର ଜସପ୍ରୀତ୍ ବୁମ୍ରାଙ୍କୁ ନେଇ ବଡ଼ ଖବର…
ନୂଆଦିଲ୍ଲୀ, ୦୮।୦୭: ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ର ଡେବ୍ୟୁ ମ୍ୟାଚ୍ରେ ଫ୍ଲପ୍ ହୋଇଥିଲେ । ସେ ଜିମ଼୍ବାୱେ ବିପକ୍ଷରେ ପ୍ରଥମ-୨୦ ମ୍ୟାଚ୍ରେ ଓପନର୍ ଭାବେ ମଇଦାନକୁ…
ହରାରେ, ୭।୭: ଭାରତୀୟ ଟିମ୍ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଆଜି ଦ଼୍ବିତୀୟ ଦିନ । ଏହି ମ୍ୟାଚ୍ ହରାରେ…
ନୂଆଦିଲ୍ଲୀ, ୭।୭: ଟି-୨୦ ବିଶ଼୍ବକପ୍ ବିଜୟ ପରେ ଭାରତୀୟ ଟିମ୍ର ହେଡ୍ କୋଚ୍ ରାହୁଲ ଦ୍ରାବିଡ଼ କୋଚ୍ ପଦରୁ ବିଜାୟ ଘୋଷଣା କରିଛନ୍ତି । ଅନ୍ୟପଟେ ତାଙ୍କ…
ନୂଆଦିଲ୍ଲୀ,୭ା୭: ନିକଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଜିତିଥିଲା। ଏଥିସହ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା…
ନୂଆଦିଲ୍ଲୀ, ୭।୭: ଇଂଲଣ୍ଡରେ ଆୟୋଜିତ ବିଶ଼୍ବ ଚାମ୍ପିୟନ୍ସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୪ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟର ୮ତମ ମ୍ୟାଚ୍ ପାକିସ୍ତାନ ଏବଂ ଭାରତ…
ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍ରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍ ହୋଇଛି । ୨୯ ଜୁନ୍ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ…
ନୂଆଦିଲ୍ଲୀ, ୦୬।୦୭: ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍କୁ ନେଇ କଥା ହୋଇଛନ୍ତି।…