ନୂଆଦିଲ୍ଲୀ,୨୦ା୮: ବୁଧବାର ନାମାଙ୍କନ ଭରିଛନ୍ତି ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍। ଦଳୀୟ ନେତାଙ୍କ ଉପସ୍ଥିତିରେ ରାଧାକ୍ରିଷ୍ଣନ୍ ଆଜି ନାମାଙ୍କନ ଭରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…