ମୁମ୍ବାଇରେ କରୋନାର ଭୟଙ୍କର ପରିସ୍ଥିତି: ୫୩ କରୋନା ପଜିଟିଭ ରୋଗୀ ଚିହ୍ନଟ, ୨ ମୃତ ମୁମ୍ବାଇ,୨୦।୫: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ଭାଇରସର ବଢ଼ୁଥିବା ମାମଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ଏପର୍ଯ୍ୟନ୍ତ ୫୩ ଜଣ କରୋନା ପଜିଟିଭ ରୋଗୀ ମିଳିସାରିଛନ୍ତି। ଏହାସହ ଦୁଇ ଜଣ କୋଭିଡ ସଂକ୍ରମିତ ରୋଗୀଙ୍କ...