ଆଇନଗତ ବିବାହ ଯୌନ ସମ୍ପର୍କ ପାଇଁ ସମ୍ମତିକୁ ବୈଧ କରେ; ଧାର୍ମିକ ସମାରୋହ ଆବଶ୍ୟକ ନାହିଁ: ବମ୍ବେ ହାଇକୋର୍ଟ ମୁମ୍ବାଇ,୯।୪: ବମ୍ବେ ହାଇକୋର୍ଟ ସମ୍ପ୍ରତି ଜଣେ ବଳାତ୍କାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲାକୁ (FIR) ଖାରଜ କରିଦେଇଛନ୍ତି। ମାମଲା ଅନୁଯାୟୀ ଅଭିଯୁକ୍ତ ଅଭିଯୋଗକାରୀଙ୍କ ସହିତ ଆଇନଗତ ଭାବରେ ବିବାହ କରିଥିଲେ, ଯଦିଓ ବିବାହ ଧାର୍ମିକ ପ୍ରଥା ଅନୁସାରେ ହୋଇନଥିଲା। ବିଚାରପତି...