ଭାରତ-ପାକ ଉତ୍ତେଜନାକୁ ନେଇ ହେଲା Close Door ବୈଠକ, ପାକିସ୍ତାନ କହିଲା ପୂରଣ ହେଲା ଇଚ୍ଛା ନୂଆଦିଲ୍ଲୀ,୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ରୁଦ୍ଧଦ୍ୱାର ବା Close Door ବୈଠକ ଅନୁଷ୍ଠିତ ହୋଇଥିଲା। ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଜାତିସଂଘର...