Tag Archives: cji dy chandrachud

ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି, ଏହା ଶୁଣି ଲୋକେ ତାଜୁବ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦ା୮: ସୋସିଆଲ ମିଡିଆରେ ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହା ଶୁଣି ଲୋକେ ଚକିତ ହୋଇଯାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁ ନେଇ ଜଣେ ଠକ ବ୍ୟକ୍ତି କ୍ୟାବ୍‌ ପାଇଁ ୫୦୦…

କ’ଣ ଆମେ କାମ ଛାଡ଼ି ବାହାରେ ବସିବୁ? ଜାଣନ୍ତୁ କାହିଁକି ରାଗିକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୨ା୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବଳାତ୍କାର ଓ ହତ୍ୟା ମାମଲାରେ ସାରା ଦେଶ ଚକିତ ହୋଇଯାଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି କରୁଛି। ଏହି ସମୟ ମଧ୍ୟରେ କୋର୍ଟ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛନ୍ତି ଏବଂ…

୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ପୁଣି ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ…

ନିମ୍ନ ଅଦାଲତଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୮ା୭: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ) ଡି.ଏ. ଚନ୍ଦ୍ରଚୂଡ଼ ପୁଣି ଥରେ ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଅପରାଧର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆବେଦନକାରୀଙ୍କୁ ଜାମିନ ନାମଞ୍ଜୁର କରିବା ଅତ୍ୟନ୍ତ ସନ୍ଦେହଜନକ ମନେହୁଏ। ପ୍ରଧାନ ବିଚାରପତି…

ଓକିଲଙ୍କ ଉପରେ ରାଗିଗଲେ ମୁଖ୍ୟ ବିଚାରପତି, ସିକ୍ୟୁରିଟିକୁ ଡାକି…

ନୂଆଦିଲ୍ଲୀ,୨୪।୦୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନୀୟମିତତାକୁ ନେଇ ଗତକାଲି ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଚାଲିଥିବା ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଜଣେ ଓକିଲଙ୍କ ଉପରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା ।…

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍ ଦରମା, ଜାଣନ୍ତୁ ଗୃହିଣୀଙ୍କ ଅଧିକାର ଉପରେ କଣ କହିଲେ ପ୍ରଧାନ ବିଚାରପତି ?

ନୂଆଦିଲ୍ଲୀ: ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍ ଦରମା। ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ ଏବଂ ଗୃହିଣୀମାନଙ୍କର ଅଧିକାର ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ଏକ ବଡ଼ ବୟାନ ଦେଇଛନ୍ତି। ବେଙ୍ଗାଲୁରୁର ନ୍ୟାସନାଲ ଲ ସ୍କୁଲ ଅଫ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?