china

ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…

ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ…

1 year ago

ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚାଇନାକୁ କଡ଼ା ଚେତାବନୀ ଦେଲେ ତିବ୍ଦତର ନିର୍ବାସିତ ରାଷ୍ଟ୍ରପତି

ବେଜିଂ,୪।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ବିବାଦ ଶେଷ ହେଉନାହିଁ। ଚାଇନା ଜିଦ ଧରିଛି ଯେ ଭବିଷ୍ୟତର ଉତ୍ତରାଧିକାରୀ ପାଇଁ ତିବ୍ଦତକୁ…

1 year ago

ସୀମାରେ ‘ଭୂତ’ ଖଞ୍ଜିଛି ଚାଇନା, ଟେନ୍‌ସନ୍‌ରେ ଭାରତ: ଜାଣନ୍ତୁ ଡ୍ରାଗନର ବିପଜ୍ଜନକ ପ୍ଲାନ୍‌ ବିଷୟରେ…

ବେଜିଂ,୪।୭: ଚାଇନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଆଗକୁ ବଢ଼ିଛି। ସେନାକୁ ମଜଭୁତ କରିବା ପାଇଁ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ନେଇଛି। ସାଧାରଣତଃ ଚାଇନା ଯେକୌଣସି ଦେଶ ସହିତ…

1 year ago

ତୃତୀୟ ବିଶ୍ୱଯୁଦ୍ଧ ପାଇଁ କସରତ: ଲୁଚାଛପାରେ ଚାଇନା କରୁଛି ବଡ଼ ପ୍ଲାନ୍‌

ବେଜିଂ,୩।୭: ଭାରତର ପଡ଼ୋଶୀ ଦେଶ ଚାଇନା ଦେଶର ରାଜଧାନୀ ବେଜିଂରୁ ୨୦ ମାଇଲ ଦକ୍ଷିଣ-ପଶ୍ଚିମରେ ଏକ ବିଶାଳ ଏବଂ ଗୁପ୍ତ ସାମରିକ ସହର ନିର୍ମାଣ କରୁଛି। ଏହା…

1 year ago

ପାକିସ୍ତାନ-ଚାଇନାର ହୋସ୍‌ ଉଡାଇବେ ମୋଦି ସରକାର, ପ୍ରସ୍ତୁତ ହେଲାଣି ଆକ୍ସନ ପ୍ଲାନ

ନୂଆଦିଲ୍ଲୀ/ଇସଲାମାବାଦ,୧।୭: ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ, ଭାରତ ପୁଣି ଥରେ ଆକ୍ସନ ମୋଡରେ ଅଛି। ହଁ, ମୋଦି ସରକାର ଏହାର ଶତ୍ରୁମାନଙ୍କ…

1 year ago

ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ

ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ…

1 year ago

ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ…

1 year ago

ସତ ମାନିଲା ପାକିସ୍ତାନ, ଅପରେଶନ ସିନ୍ଦୂର ସମୟରେ ପରଦା ପଛରେ ପାକିସ୍ତାନକୁ ସାହାଯ୍ୟ କରୁଥିଲା ଚାଇନା!

ଇସଲାମାବାଦ,୨୬।୬: ଅପରେଶନ ସିନ୍ଦୂର ଅଧୀନରେ, ଭାରତ ଆତଙ୍କବାଦୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ହୋଇଥିବା ପାକିସ୍ତାନ ଉପରେ ଏପରି ଆଘାତ ଦେଇଛି ଯେ ଏହାକୁ ସେ ଶତାବ୍ଦୀ ଧରି…

1 year ago

ମୋଦିଙ୍କୁ ସ୍ପେଶାଲ୍‌ ଡିନର୍‌ ପାଇଁ ନିମନ୍ତ୍ରଣ ପଠାଇଲା ବ୍ରାଜିଲ୍‌: ରାଗରେ ନିଆଁବାଣ ହେଲା ଚାଇନା

ରିଓ ଡି ଜେନେରିଓ,୨୬।୬: ବ୍ରାଜିଲର ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀ ପାଇଁ ବ୍ରାଜିଲ…

1 year ago

ରୁଷିଆ,ଚାଇନାର ନିନ୍ଦା

ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବାବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ…

1 year ago

ଭାରତୀୟ ନୌସେନାକୁ ସଲାମ କଲା ଚାଇନା

ନୂଆଦିଲ୍ଲୀ,୧୧।୬: କେରଳ ଉପକୂଳରେ ସିଙ୍ଗାପୁର ପତାକା ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। ଭାରତୀୟ ନୌସେନା ସଫଳତାର ସହ ଏହାର କର୍ମଚାରୀଙ୍କୁ ଉଦ୍ଧାର କରିବାର ଗୋଟିଏ ଦିନ ପରେ…

1 year ago

‘ଚାଇନାକୁ ଏତେ ହାଲୁକା ଭାବରେ ନିଆଯାଇ ନ ପାରେ’, ‘ଡ୍ରାଗନ’କୁ ନେଇ ବଡ଼ ବୟାନ ଦେଲେ ଥରୁର

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ଏମପି ଶଶି ଥରୁର ଆମେରିକାରେ ଚାଇନା ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ପାକିସ୍ତାନ…

1 year ago