ନୂଆଦିଲ୍ଲୀ,୨୩।୩: ହ୍ୱିଲସେଟ୍ର ଅଭାବର ସମ୍ମୁଖୀନ ହେବା ପରେ ଭାରତୀୟ ରେଳବାଇ ଚାଇନରୁ ଚକ ତିଆରି ଉପାଦାନ ଆମଦାନୀ କରିବାକୁ ବାଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁର ରେଳ ଚକ କାରଖାନା,…