ରାଜସ୍ଥାନ,୧।୧: ରାଜସ୍ଥାନର ଅଲୱାର, କୋଟପୁଟଲିରେ ଫସି ରହିଥିବା ତିନି ବର୍ଷୀୟ 'ଚେତନା'ଙ୍କୁ ଦଶମ ଦିନରେ ବୋରୱେଲରୁ ବାହାର କରାଯାଇଛି। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।…