ଛତ୍ରପୁର,୩୧।୮(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲାର ସଦର ମହକୁମା ଛତ୍ରପୁର ଏନ୍ଏସିକୁ ରବିବାର ମୋହନ ସରକାର…