chatara yatra

ଆରମ୍ଭ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଜେନା ଖାଳରୁ ମନ୍ଦିର ଅଭିମୁଖେ ମା’

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ୱରୀଙ୍କ ଛତର ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି । ଜେନାଖାଳରେ ଗୁପ୍ତ ପୂଜା ପରେ ଭୋର ୫ଟାରେ ମା'ଙ୍କ…

5 hours ago