chandipura virus

ଏହି ରାଜ୍ୟରେ ପଶିଲା ନୂଆ ଭାଇରସ୍‌, କୋମାରେ ପହଞ୍ଚି ଯାଉଛି ମଣିଷ

ଉଦୟପୁର, ୧୬।୦୭: ଗୁଜୁରାଟ ପରେ ଏବେ ଚଣ୍ଡିପୁରା ଭାଇରସ୍‌ ରାଜସ୍ଥାନରେ ପ୍ରବେଶ କରିଛି। ଏହି ଭାଇରସ୍‌ର ଲକ୍ଷଣଗୁଡିକ ଉଦୟପୁରର ଆଦିବାସୀ ଅଞ୍ଚଳର ୨ ପିଲାଙ୍କଠାରେ ଦେଖିବାକୁ ମିଳିଛି।…

1 year ago