ନୂଆଦିଲ୍ଲୀ,୨୩।୧: ଭାରତ ସରକାରଙ୍କ ପକ୍ଷରୁ 'ଜନଗଣନା ୨୦୨୬'ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିର୍ଦ୍ଦେଶାବଳୀ…