କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍
ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ ନିଜର ଘର ତଥା ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା ଘରକୁ ବନ୍ଧା ଦେଇ ଟଙ୍କା…
ବୋଝ ଉପରେ ନଳିତା ବିଡ଼ା: ସମସ୍ୟାରେ ଥିବା ବାଇଜୁର ପୁଣି ୨୨୫୦ କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ,୫/୧୧: ଭାରତୀୟ ଏଜୁକେସନ ଷ୍ଟାର୍ଟଅପ୍ ବାଇଜୁ ପୁଣି ଥରେ ଏକ ବଡ଼ କ୍ଷତି ସହିଛି। ବର୍ତ୍ତମାନ କମ୍ପାନୀ ୧.୨ ବିଲିୟନ ଡଲାରର ଋଣରେ ବୁଡି ରହିଥିବା ବେଳେ କମ୍ପାନୀକୁ ଆଉ ଏକ ଝଟକା ଲାଗିଛି। ଏଭଳି ସ୍ଥିତିରେ ମାର୍ଚ୍ଚ ୨୦୨୨ ଆର୍ଥିକ…

