Byju Loss: ସବୁଠାରୁ ବଡ କ୍ଷତିରେ ଚାଲିଛି ବାଇଜୁ ନୂଆଦିଲ୍ଲୀ,୨୪।୧: ଏକଦା ଦେଶର ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ କୁହାଯାଉଥିବା ବାଇଜୁ ବର୍ତ୍ତମାନ ନିଜକୁ ଅସୁବିଧାରେ ଘେରି ରହିଛନ୍ତି। ଏଡେକ କମ୍ପାନୀର କ୍ଷତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ଆର୍ଥିକ ବର୍ଷରେ ବିଜୁ ୮୨୪୫ କୋଟି ଟଙ୍କା କ୍ଷତି ସହିଛି। ବର୍ତ୍ତମାନ...